ଜି.ଉଦୟଗିରି,୩୦/୧୦(ଡି.ଏଚ/ରାହୁଲ ଜେନା):କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ଠାରେ ମଦ ବନ୍ଦ ପାଇଁ ଏକ ଶୋଭାଯାତ୍ରା କରାଯାଇଛି ଏହି ଶୋଭାଯାତ୍ରାରେ କଳିଙ୍ଗା ପଞ୍ଚାୟତର ଶତାଧିକ ମହିଳା ଯୋଗଦେଇଥିଲେ l ମଦ ବିକ୍ରି କରିବା ଓ ତିଆରି କରନ୍ତି ତାହାହେଲେ ସେମାନଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ଏହି ଶୋଭାଯାତ୍ରା କଳିଙ୍ଗା ବିଇଡି କଲେଜ ଠାରୁ ବଜାର ପର୍ଯ୍ୟନ୍ତ କରାଯାଇଥିଲା l

















