Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଯୁବ ବାହିନୀ ‘ରକ୍ଷକ’ ଦ୍ୱାରା ପ୍ରଦୂଷଣ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯୁବ ବାହିନୀ ‘ରକ୍ଷକ’ ଦ୍ୱାରା ପ୍ରଦୂଷଣ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

276
ADVERTISEMENT

ବ୍ରହ୍ମପୁର,୨୩/୧୦(ଡ଼ି.ଏଚ/ଇ.ରଞ୍ଜନ ) : ଉକ୍ତ କାର୍ଯ୍ୟକ୍ରମରେ ୱାର୍ଡ 36ରେ ବିଜୁଯୁବବହିନୀର ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ବ୍ରହ୍ମପୁର ଲାଂଜିପୋଲି ସମେତ ଗୋଇଲୁଣ୍ଡି ଅଞ୍ଚଳରେ ଯାନବାହାନରୁ ନିର୍ଗତ ଧୂଆଁ ପ୍ରଧୂସଣ ଯନ୍ତ୍ର ଦ୍ୱାରା ସମସ୍ତ ଗାଡି ମାନଙ୍କ ଯାଞ୍ଚ ପ୍ରକ୍ରିୟା ବିଜୁ ଯୁବ ବାହିନୀ ରକ୍ଷକ ଦ୍ୱାରା ଅନୁଷ୍ଠିତ ହଇଥିଲା ବାହିନୀ ସଂଯୋଜକ J. ଚନ୍ଦ୍ରଶେଖର, ପର୍ଗ୍ରାମ ଅଫିସର ଅବିନାଶ ପାଣ୍ଡେ ଓ ହିମାନି ଦାସ, ୱାର୍ଡ ସଂଯୋଜକ ମଧୁ ସୁଦନ ପାଢ଼ୀ ସମେତ ୱାର୍ଡ 36 ର ପୂର୍ବତନ କର୍ପୋରେଟର, ଵିଜୁଯୁବବାହିନୀ ସଭାପତି ଆଦିତ୍ୟ ନାରାୟଣ ସାହୁ ଓ ତାଙ୍କ ସହଯୋଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସେହିଭଳି ୱାର୍ଡ 32 ର ପୂର୍ବତନ କର୍ପୋରେଟର ଶ୍ରୀ ତ୍ରିପତି ପାତ୍ର, ବିଜୁଯୁବବହିନୀର ବ୍ରହ୍ମପୁର ସଂଯୋଜକ J. ଚନ୍ଦ୍ରଶେଖର ଓ ୱାର୍ଡ ସଂଯୋଜକ ମଧୁସୂଦନ ପାଢ଼ୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।

Advertisement