Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଗ୍ୟାସ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା

ଗ୍ୟାସ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା

500
ADVERTISEMENT

କୁକୁଡାଖଣ୍ଡି, ୧୬/୧୦ (ଡି.ଏଚ/ଇ.ରଞ୍ଜନ ) : କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଗୁରୁଣ୍ଠି ଶିବଶକ୍ତି ଏଜେନ୍ସିରେ ଦୀର୍ଘଦିନ ଧରି ଗ୍ୟାସ ସଂଯୋଗ ପାଇଁ ଆବେଦନ କରିଥିଲେ ମଧ୍ୟ ଏଥିରୁ ବଂଚିତ ରହିଛନ୍ତି ବହୁ ହିତାଧିକାରୀ । ଏଠାରେ କେନ୍ଦ୍ର ସରକାରଙ୍କ ସ୍ବଛ ଇନ୍ଧନ ସୁଖୀ ଜୀବନ ନାରାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ କୌଣସି ସୁଫଳ ମିଳିବା ପରିବର୍ତ୍ତେ କନେକ୍ସନ କଟି ଯିବାର ଭୟ ରହୁଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯିବା ସହ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମନ୍ତବ୍ୟ ପ୍ରକାଶ କରିଛନ୍ତି ।

Advertisement