ବାଳକୃଷ୍ନପୁରରୁ ୩ ଜୁଆଡି ଗିରଫ।

382
ADVERTISEMENT

କୁକୁଡାଖଣ୍ଡି,୧୧/୧୦(ଡି.ଏଚ/ଈ.ରଞ୍ଜନ) : ସଦରଥାନା ପୁଲିସ ଗୁରବାର ଅପରାହ୍ନ ୩ଟା ସମୟରେ ବାଳକୃଷ୍ନପୁର ଗ୍ରାମରେ ଚଢଉକରି ୩ ଜୁଆଡିକୁ ଗିରଫ କରିବା ସହ ସେମାନକଂ ନିକଟରୁ ୪୬୦୦ ଟକାଂ ଜବତ କରାଯାଇଥିବା ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

Advertisement