Tuesday, November 24, 2026
ADVERTISEMENT
Home ଆଞ୍ଚଳିକ କୁକୁର ପ୍ରତି ଅଣଦେଖା

କୁକୁର ପ୍ରତି ଅଣଦେଖା

303
ADVERTISEMENT

ବ୍ରହ୍ମପୁର,୪/୧୦(ଡି .ଏଚ /ଗୁରୁ ପ୍ରସାଦ ପଟ୍ଟନାୟକ): ବ୍ରହ୍ମପୁରର ବନ ବିଭାଗ ଅଫିସ ସାମ୍ନାରେ ଏହି କୁକୁରଟି ରୋଗିଣା ଅବସ୍ଥାରେ ପଡ଼ିରହିଛି କିନ୍ତୁ ଏହାକୁ ଲୋକେ ଦେଖି ମଧ୍ୟ ତାକୁ କିଛି ସାହାଯ୍ୟ କରିବା ପରିବର୍ତ୍ତେ ଗୋଇଠା ମାରି ଚାଲିଯାଉଛନ୍ତି ।ଯେତେବେଳେ ଏହି କୁକୁର(ଗୋଟିଏ ପଶୁ)ହୋଇ ମଧ୍ୟ ଭଲ ଥାଏ ସେତେବେଳେ ଆମକୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଥାଏ । କିନ୍ତୁ ଆଜିର ଏହି ଯୁଗରେ ମନ୍ୟୁଷର ସାଧାରଣ ଚିନ୍ତାଧାରା ନାହିଁ । ଧନ୍ୟ ସେହି ମଣିଷ l

Advertisement