ବ୍ରହ୍ମପୁର,୩ /୧୦(ଡି .ଏଚ/ ଇ .ରଞ୍ଜନ): ମହାମୟୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ୭ ଦିନ ବ୍ୟାପି ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ପଞ୍ଚମ ଦିବସରେ ମହାତ୍ମା ଗାନ୍ଧୀଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ର ଶୁଭ ଅବସରରେ ‘ଫିଟ ଇଣ୍ଡିଆ ରନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମାଜରେ ଏଣୁ ତେଣୁ ପଡିଥିବା ଉକ୍ତ ପ୍ଲାଷ୍ଟିକ ବୋତଲ, ଝରି ଭଳି ଅଳିଆ ଆବର୍ଜନା ଗୁଡିକ ବିଦ୍ୟାଳୟ ଆଖି ପାଖ ପ୍ରାୟ ସମସ୍ତ ସଂଗ୍ରହ କରିଥିଲେ କାର୍ଯ୍ୟକ୍ରମ ରେ ଜାତୀୟ ସେବା ର ସମସ୍ତ ସ୍ଵେଚ୍ଛାସେବୀ ସୂର୍ଯ୍ୟ ଉଦୟ ସମୟରେ ଯୋଗଭ୍ୟାସ କରିଥିଲେ lଯୋଗାଭ୍ୟାସ ପରେ ସ୍ଵେଚ୍ଛାସେବୀ କାର୍ଯ୍ୟକ୍ରମରେ ଏକ ଜନ ସଚେତନତା ସଭାର ଆୟୋଜନ କରିଥିଲେ l

ଏହି ସଭାରେ ସ୍ଵେଚ୍ଛାସେବୀ ମାନେ ପ୍ଲାଷ୍ଟିକ ଦିଅ ଚକଲେଟ ନିଅ ଏକ ନାରା ଦେଇଥିଲେ ଓ ଏକକ ଅଭିନୟ ମାଧ୍ୟମରେ ଅଞ୍ଚଳଙ୍କୁ ପଲିଥିନ ଓ ପ୍ଲାଷ୍ଟିକ କୁ ସାର୍ବଜନୀନ ଜୀବନରୁ ଦୁରେଇବା ସହ ପ୍ଲାଷ୍ଟିକ ମୁକ୍ତ ଜୀବନ ମୁକ୍ତ ଏକ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ କୃଷ୍ଣ ପ୍ରସାଦ ମହାପାତ୍ର ଙ୍କ ଅଧକ୍ଷତା ଜନମାନସରେ ଜାଗ୍ରତ କରିବା ନିମନ୍ତେ ସ୍ବେଛାସେବୀ ମାନେ ‘ଫିଟ ଇଣ୍ଡିଆ ‘ ର ଆହ୍ୱାନ ଏବଂ ଏହା ଉପଲକ୍ଷେ ଅନୁଷ୍ଠିତ ଆୟୋଜନ ସଭାରେ ଲୋକ ସେବା ମଣ୍ଡଳ ର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ଯୋଗ ଦେଇ ଇତିହାସ ଉପରେ ଉପସ୍ଥିତ ଛାତ୍ରୀ ଓ ସଦସ୍ୟ ମlନଙ୍କୁ ଉପଦେଶ ଦେଇଥିଲେ ଏନ ଏସ ଏସ ର ଜିଲ୍ଲା ସଂଯୋଜିକା ସ୍ଵର୍ଣ ଲତl ପଟ୍ଟନାୟକ ଏବଂ କଲେଜ କାର୍ଯ୍ୟକ୍ରମ ଅଧିକାରୀଣି ସସ୍ମିତା ସାହୁ, ସୁନିତା ଜେନା ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ସମସ୍ତ ଛାତ୍ରୀ ମାନଙ୍କୁ ଗାନ୍ଧୀ ଶିକ୍ଷା ପ୍ରଧାନ କରିଥିଲେ l
















