Monday, November 23, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡା ବ୍ଲକ ତରଫରୁ ସିନ୍ଦ୍ରୀଗାଁ ଗ୍ରାମ ପଞ୍ଚାୟତରେ ଗ୍ରାମସଭା

ବାଲିଗୁଡା ବ୍ଲକ ତରଫରୁ ସିନ୍ଦ୍ରୀଗାଁ ଗ୍ରାମ ପଞ୍ଚାୟତରେ ଗ୍ରାମସଭା

291
ADVERTISEMENT

ବାଲିଗୁଡ଼ା, ୨/୧୦ (ଡ଼ି .ଏଚ /ଟିକି ଦଣ୍ଡିଆ) :ବାଲିଗୁଡା ବ୍ଲକ ତରଫରୁ ସିନ୍ଦ୍ରୀଗାଁ ଗ୍ରାମ ପଞ୍ଚାୟତରେ ଗ୍ରାମସଭା କନ୍ଧମାଳ ବାଲିଗୁଡା ବ୍ଲକ ଅନ୍ତର୍ଗତ ସିନ୍ଦ୍ରୀଗାଁ ଠାରେ ଗ୍ରାମସଭା କରାଯାଇଥିଲା ଏହି ଗ୍ରାମର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ନାଏବ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ, ସମସ୍ତ ୱାର୍ଡ ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ମା ଗ୍ରୁପ ବହୁ ସଂଖ୍ୟାରେ ଗ୍ରାମର ଲୋକଙ୍କ ଉପସ୍ଥିତ ରହି ସଭାକୁ ସାଫଲ୍ୟ କରିଥିଲେl

Advertisement