ବାଲିଗୁଡ଼ା, ୨/୧୦ (ଡ଼ି .ଏଚ / ବାଳକୃଷ୍ଣ ପାଢ଼ୀ): ବାଲିଗୁଡା ବିଜେପି ତରଫରୁ ୧୫୦ ତମ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ସଂକଳ୍ପ ଯାତ୍ରା କରାଯାଇଥିଲା ଏହି ଯାତ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବାହାରି ପିଡବ୍ଲୁଡ଼ି ଛକରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏହି ସଂକଳ୍ପ ଯାତ୍ରାରେ ବାଲିଗୁଡା ବିଜେପି ପରିବାର ତରଫରୁ ବାଲିଗୁଡା ନଗର ସଭାପତି ସୁରେନ୍ଦ୍ର ପାତ୍ର, ବରିଷ୍ଠ ବିଜେପି କର୍ମୀ ଦିଗାମ୍ବର ପାଣିଗ୍ରାହୀ, ରଞ୍ଜିତ ଚୌଧୁରୀ, ସୁଶାନ୍ତ ସାହୁ, ମନୋଜ କୁମାର ରଥ,ନରସିଂହ ବେହେରା ଉପସ୍ଥିତ ଥିଲେ l
















