Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବାଟାଗୁଡାରେ ଆଇନ ସଚେତନତା ଶିବିର

ବାଟାଗୁଡାରେ ଆଇନ ସଚେତନତା ଶିବିର

262
ADVERTISEMENT

ବାଲିଗୁଡା,୩୦/୯(ସୁରେଶ କୁମାର ପଣ୍ଡା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାଟାଗୁଡା ଠାରେ ଶାନ୍ତିମୈତ୍ରୀ ତରଫରୁ  ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଅରବିନ୍ଦ ପଟ୍ଟନାୟକ, ଏସଡିଜେଏମ ସୌମ୍ୟ ସ୍ୱରୂପ ସାହୁ, ଶାନ୍ତିମୈତ୍ରୀ ର ସମ୍ପାଦକ ଭଗବାନ ଜେନା, ଶିକ୍ଷା ନିକେତନ ର ସଭାପତି ରାଜ କିଶୋର ପାଢ଼ୀ, ପ୍ରମୁଖ ଯୋଗ ଦେଇ ଗରିବ ଜନସାଧାରଣ ମାନେ ମାଗଣାରେ ଆଇନର ସହାୟତା କିପରି ସୁବିଧାରେ ପାଇପାରିବେ ସେନେଇ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ଶେଷରେ ଶ୍ରୀ ଜେନା ଏହି ଶିବିରର ମୂଳ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ l

Advertisement