Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବୃଦ୍ଧାଙ୍କ ଠାରୁ ଲୁଟିଲେ ଟଙ୍କା

ବୃଦ୍ଧାଙ୍କ ଠାରୁ ଲୁଟିଲେ ଟଙ୍କା

262
ADVERTISEMENT

କୁକୁଡାଖଣ୍ଡି ,୨୮/୯(ଇ. ରଞ୍ଜନ ):ହିଞିଳିକାଟୁ ରୁ ବ୍ରହ୍ମପୁର ଅଭିମୁଖେ ଏନ .ପିତବାସ (୭୮) ନାମକ ଜଣେ ବୃଦ୍ଧା ଏକ ଯାତ୍ରୀବାହୀ ବସରେ ଯାଉଥିବା ବେଳେ ଦୁଇଜଣ ଯୁବକ ଚତୁରତାର ସହ ତାଙ୍କ ପକେଟରୁ ୨ହଜାର ଟଙ୍କା ନେଇଯାଇଥିଲେ।

ବସରେ ଆସୁଥିବା କିଛି କଲେଜ ଛାତ୍ର ଏହା ଜାଣିପାରି ଉଭୟଙ୍କୁ କାବୁ କରି କୁକୁଡାଖଣ୍ଡି ତହସିଲ ନିକଟରେ ରଖିଥିଲେ ପରେ ସଦରଥାନା ପୋଲିସ ଉଭୟଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତି ହେଲେ ଉଗ୍ରସେନ ଦାଶ, ଧରାକୋଟର ଧୋବା ନାହାକ।

Advertisement