Monday, November 23, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରୁ ଅଖା ଚୋର ଗିରଫ

ବ୍ରହ୍ମପୁରରୁ ଅଖା ଚୋର ଗିରଫ

274
ADVERTISEMENT

ବ୍ରହ୍ମପୁର,୨୨/୯(ଇ.ରଞ୍ଜନ) : ବ୍ରହ୍ମପୁର ସଦର ଥାନା ପୋଲିସ ଦୁଇ ଜଣ ଅଖା ଚୋରଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛନ୍ତି । ସେହି ଯୁବକ ଦୁହେଁ ସଦର ଥାନା ଇଲାଖାଧୀନ ବ୍ରହ୍ମପୁର ପ୍ରହଲ୍ଲାଦ ନଗର ଚତୁର୍ଥ ଲାଇନର ନିଲୁ ସ୍ୱାଇଁ(୨୪)ଏବଂ ସମୀର ଜେନା (୨୦)ଏଥି ନେଇ ସଦର ପୋଲିସ ଏତଲା ନୋ-(୨୪୧/୧୯)ମାମଲା ରୁଜୁ କରିଛନ୍ତି ।ସଦର ଥାନା ଅତିରିକ୍ତ ଅଧିକାରୀ ବିଶ୍ୱନାଥ ଜାନି ସୂଚନା ଅନୁଯାଇ ଗତ ୧୨ତାରିଖରେ ଦକ୍ଷିଣପୁର ପଞ୍ଚାୟତ ଗୁଣ୍ଠବନ୍ଧ ଗ୍ରାମରେ ଅଖା ଗୋଦାମ ଘରୁ ଅଖା ଚୋରି ହଇଯାଇଥିବ କୁ ନେଇ ଗୋଦାମ ମାଲିକ ବିପିନ ପାଣିଗ୍ରାହୀ ସଦର ଥାନ ରେ ଲିଖିତ ଅଭିଯୋଗ କରିଥିଲେ । ତାହା ପରେ ଅଖା ଚରକୁ ପୋଲିସ ଧରିବାରେ ସଫଳ ହଇଥିବା ବେଳେ ତାଙ୍କ ଠାରୁ ୧୭ ବଣ୍ଡଲ ଅଖା ଜବତ କରିଥିବା ବିଶ୍ୱନାଥ ଜାନି ସୂଚନା ଦେଇଛନ୍ତି ।

Advertisement