Wednesday, November 25, 2026
ADVERTISEMENT
Home ମୁଖ୍ୟ ଖବର ଡାକ୍ତରଖାନା ପ୍ରତିଷ୍ଠା ଦାବୀ ନେଇ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀ ପତ୍ର

ଡାକ୍ତରଖାନା ପ୍ରତିଷ୍ଠା ଦାବୀ ନେଇ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀ ପତ୍ର

244
ADVERTISEMENT

ବାଲିଗୁଡା,୨୧/୯(ଟିକି ଦଣ୍ଡିଆ ) : କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ପ୍ରତିଷ୍ଠା ଦାବୀ ନେଇ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାଲିଗୁଡା ମିଳିତ ନାଗରିକ କମିଟି ତରଫରୁ ଦାବୀ ପତ୍ର ଦିଆଯାଇଛି । ଏହି କମିଟିରେ ବାଲିଗୁଡ଼ାରୁ ରବୀନ୍ଦ୍ର ନାଥ ପଣ୍ଡା, କୌଶିକ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ଜଗନ୍ନାଥ ସାହୁ, ଭଗବାନ ଜେନାଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Advertisement