Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ‘ମୋ ଭୂମି ମୋ ପଟ୍ଟା’ ଯୋଜନାରେ ବିଳମ୍ବ

‘ମୋ ଭୂମି ମୋ ପଟ୍ଟା’ ଯୋଜନାରେ ବିଳମ୍ବ

ହିତାଧିକାରୀଙ୍କ ଅସନ୍ତୋଷ ବୃଦ୍ଧି

277
ADVERTISEMENT

କୁକୁଡାଖଣ୍ଡି, ୧୩/୬(ଇ.ରଞ୍ଜନ): ‘ମୋ ଭୂମି ମୋ ପଟ୍ଟା’ ଯୋଜନାରେ ସାମିଲଥିବା ହିତାଧିକାରୀ ମାନଙ୍କୁ ବର୍ଷ-ବର୍ଷ ଧରି ପଟ୍ଟା ମିଳୁନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ହେଉଥିବା ଅଭିଯୋଗ ହେଉଛି । ହିତାଧିକାରୀମାନେ ଆବଶ୍ୟକୀୟ ସମସ୍ତ କାଗଜପତ୍ର ପ୍ରଦାନ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବା କୁହାଯାଉଛି ।

Advertisement