Tuesday, November 24, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ଡି ସବ ରେଜିଷ୍ଟ୍ରର କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବାହାଘର

କୁକୁଡ଼ାଖଣ୍ଡି ସବ ରେଜିଷ୍ଟ୍ରର କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବାହାଘର

300
ADVERTISEMENT

କୁକୁଡ଼ାଖଣ୍ଡି ,୧୮/ ୯(ଇ. ରଞ୍ଜନ ):କୁକୁଡ଼ା ଖଣ୍ଡି ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅପରାହ୍ନ ସମୟ ରେ ଅତିରିକ୍ତ ତହସିଲଦାର ଅବା ସବ ରେଜିଷ୍ଟ୍ରର ଦାଇତ୍ୱରେ ନିର୍ବାହ ଅଧିକାରୀ ତଥା ମାଜିଷ୍ଟର କଳାକୃଷ୍ଣ ପ୍ରଧାନ ଉଭୟ ପକ୍ଷ ରୁ ମତାମତ ଓ ସାକ୍ଷୀ ଓ ପ୍ରଣାମ କୁ ଆଧାର କରି ବିବାହ ବନ୍ଦନ ଯୋଡିତ ଥିବା ଉଭୟ କୁକୁଡ଼ାଖଣ୍ଡି ଅନ୍ତର୍ଗତ ମସିହାଖାଲି ଗ୍ରାମର ବଡ଼ସାହି ର ବାସିନ୍ଦା ଥିବା ଜଣା ପଢିଛି ପୁଅ ଅନନ୍ତ ସାହୁ ବୟସ 28 ହାଇଥିବା ବେଳେ ଝିଅ ସରସ୍ବତୀ ମହାରଣା ବୟସ 21 ବିବାହ କରିଥିବା ବେଳେ ପୁଅ ସାକ୍ଷୀ ବୃନ୍ଦ ହେଲେ ମୋନଜ ପ୍ରଧାନ, ଚିଣ୍ଟୁ ରାଉଳ ଏବଂ ଝିଅ ପକ୍ଷ ରୁ ଅମି ବିଷୋୟୀ, ପିଣ୍ଟୁ ପ୍ରଧାନ ସମେତ ବହୁ ସହଯୋଗୀ ଉପସ୍ଥିତ ଥିଲେ ଏଥି ସହ ଉଭୟ ଝିଅ ଓ ପୁଅ ମାଜିଷ୍ଟେର୍ଟ ଙ୍କ ଆଗରେ ଦୁଇଜଣ ମିଳିମିଶି ରହିବୁ ଯଦି କୌଣସି ଭୁଲ ହୁଏ ଅପ୍ରୀତି କର ସମସ୍ୟା ହେଲେ ଆଇନ ଦ୍ୱାରା ଦଣ୍ଡିତ ହେବୁ ବୋଲି ମତପ୍ରକାଶ କରିଥିଲେ l

Advertisement