ରାଇକିଆ ବ୍ଲକର ଜିମନାଷ୍ଟିକ ଛାତ୍ର

245
ADVERTISEMENT
ଛାତ୍ର ଅଲେଖ ନାୟକ

କନ୍ଧମାଳ,୧୫/o୯(ସୁରେଶ କୁମାର ପଣ୍ଡା ) : ଜିଲ୍ଲାର ରାଇକିଆ ବ୍ଲକର ମଣ୍ଡାକିଆ ଗ୍ରାମପଞ୍ଚାୟତ ବାକିଙ୍ଗିଆ ଗ୍ରାମର ଅବଳାକରଙ୍କ ପୁତ୍ର ଅଲେଖ ନାୟକ (୧୧)ବର୍ଷର ପିଲା ଜିମନାଷ୍ଟିକରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ. ଖେଳ ଖେଳିବାରେ ଓ ଜିମନାଷ୍ଟିକରେ ମାହିର ଥିବା ଜଣା ପଢିଛି । କିନ୍ତୁ ସରକାର ତାଙ୍କୁ ଅଣଦେଖା କରିଥିବା ଜଣା ପଡ଼ିଛି, କାରଣ ସେ ବେଳେବେଳେ ଅନେକ ବ୍ଲକ ସ୍ତରୀୟ ଖେଳରେ ପ୍ରତିଯୋଗୀତା କରିଥିଲେ ମଧ୍ୟ ତାକୁ ଗରିବ ପିଲା ବୋଲି ସ୍ଥାନ ଦିଆଯାଇନଥିବା. ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି. ଏଭଳି ଅତି ଶୋଚନୀୟ ଆର୍ଥିକ ଦୁରବସ୍ଥା ଗ୍ରସ୍ତ ପ୍ରତିଭା ସମ୍ପନ ଛାତ୍ର ମାନଙ୍କୁ ସରକାରୀ ସୁବିଧା ମିଳିଲେତାହାର ପ୍ରତିଭା ବିକାଶ ହୁଅନ୍ତା । ପରିସ୍ଥିତି ଚାପ ଜଗୁ ବିକାଶ ନ ଘଟି ଲୁପ୍ତ ହଇଯାଉଛି ।

Advertisement