ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ

241
ADVERTISEMENT

ଛତ୍ରପୁର,୧୪/o୯(ଇ. ରଞ୍ଜନ ) : ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଶୁକ୍ରବାର ଦିନ ଶିଳ୍ପ ଅନୁଷ୍ଠାନ ଅଧକ୍ଷ ମନମୋହନ୍ତ ମାଝୀଙ୍କ ଅଧକ୍ଷତାରେ ଦୀପ ପ୍ରଜ୍ୱଳନ କରି ଦ୍ୱିତୀୟ ବର୍ଷ ଶିକ୍ଷା ଅଧ୍ୟୟନର ତାଲିମ ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷ ନାମ ଲେଖା ନୂତନ ପ୍ରଶିକ୍ଷଣ ଛାତ୍ରଛାତ୍ରୀ ନେଇ ଏକ ସ୍ବାଗତଂ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି । ପ୍ରଶିକ୍ଷଣ ତାଲିମ ଅଧିକାରୀ କିଶୋର କୁମାର ମହାପାତ୍ରଙ୍କ ସମେତ ବହୁ ତାଲିମ ଅଧ୍ୟାପକ ଅଧ୍ୟାପିକା ସମେତ ଦ୍ଵିତୀୟ ବାର୍ଷ ଛାତ୍ର ଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି ।

Advertisement