ଶ୍ରମିକମାନଙ୍କୁ ଶ୍ରମ କାର୍ଡ ବଣ୍ଟନ

300
ADVERTISEMENT

ବ୍ରହ୍ମପୁର,୧୨/o୯(ଇ.ରଂଜନ) : ବ୍ରହ୍ମପୁର ସ୍ଥିିତ ବିଜିପୂର କାଳୁଆ ମନ୍ଦିର ଠାରେ କୋଠାବାଡିଶ୍ରମିକ ମାନଙ୍କୁ ଲେବର କାର୍ଡବଣ୍ଟନ କରାଯାଇ ଥିଲା। ପ୍ରାୟ୨୦୦ ଜଣକୁଂ ଏହା ପ୍ରଦାନ କରାଯାଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରସାହୁ,ବିଧାୟକ ବିକ୍ରମ ପଣ୍ଡା,ପୂବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟନାୟକ, ସୁବାଶ ମହାରଣା,ଜିଲ୍ଲା ଶ୍ରମ ଅଧିକାରୀ ବାବୁଚରଣ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ କପୋରେଟର ସଂଘମିତ୍ରା ଦଳେଇଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଶ୍ରମିକ ମାନକୁଂ ଶ୍ରମ କାର୍ଡର ଉପକାରୀତା ବିଷୟରେ ବୁଝାଇଥିଲେ।। ବିଭୂତି ଭୁଷଣ ପାଢୀ ,ଭୀମସେନ ଦଳାଇ,ମିଲି ଜେନାଙ୍କ ସହ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

Advertisement