ଜନସାଧାରଙ୍କ ପାଇଁ ସମର୍ପିତ ହେଲା ପାଣି ଟାକିଂ

319
ADVERTISEMENT

ବ୍ରହ୍ମପୁର,୧୨/o୯(ଇ.ରଂଜନ) : ବ୍ରହ୍ମପୁର ଅଶୋକ ନଗର ଯୁବକ ସଂଘ ତରଫରୁ ପ୍ରତେକ ବର୍ଷ ଭଳି ଏଥର ମଧ୍ୟ ଗଣେଷ ପୂଜା କରି ଆସୁଛନ୍ତି l ଆଜିର ଶୁଭ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ ପଣ୍ଡା, ପୂର୍ବତ୍ତନ ବିଧ୍ୟାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତ୍ତନ ବିଡିଏ ଅଦକ୍ଷ ସୁବାସ ମହାରଣା, ପାଇକାରୀ ଭଣ୍ଡାର ସଙ୍ଘର ସଭାପତି ସୁଧିର ରାଉତ, ବିଜେଡି ଯୁବ ଜ଼ିଲ୍ଲା ସଭାପତି ଧନଞ୍ଜୟ ରାଓ, ଅଲ ଇଣ୍ଡିଆ ରେଡ଼ିଓ ହୃଷିକେଶ ପାଣିଗ୍ରାହୀ, ପୂର୍ବତ୍ତନ କରପୋଟେର ସୁରେନ୍ଦ୍ର ମହାରଣା, ପୂର୍ବତ୍ତନ କରପୋଟେର ଆର ମୁରଲୀ ମୋହନ, ବିଜେଡି ମହାନଗର ଯୁବ ସଭାପତି ମୁକୁନ୍ଦ ଗୌଡ଼, ଅଶୋକ ନଗର ଯୁବକସଙ୍ଘର ସଭାପତି ଏ ସନ୍ତୋଷ ପାତ୍ର, ଆସ୍ଥା ହସ୍ପିଟାଲର ପ୍ରୋପାଇଟର ପ୍ରଭାକର ପାଢ଼ୀ, ବିଜେଡି ଯୁବ ନେତା ତାପସ ସାହୁ, ଛାତ୍ର ନେତା ଜ୍ୟୋତି ରଞ୍ଜନ ସାହୁ, କାଳୁ ମହାରଣା, ବାଲୁ, ସଞ୍ଜୟ ପାଣିଗ୍ରାହୀ, ବିଜେଡି ଡିଷ୍ଟ୍ରିଟ ସମ୍ପାଦକ ଦୂର୍ଗା ପ୍ରସାଦ ପଣ୍ଡା ସମେତ ଅଶୋକ ନଗର ଯୁବକ ସଂଘର ସମସ୍ତ କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ବ୍ରହ୍ମପୁର ଅଶୋକ ନଗର ଯୁବକ ସଂଘ ତରଫରୁ ବ୍ରହ୍ମପୁରରେ ଜଳର ଅଭାବ ଦୂରୀକରଣ ନିମନ୍ତେ ଦୁଇଗୋଟି ପାଣି ଟ୍ୟାଙ୍କର ଜଳଯୋଗାଣ ନିମନ୍ତେ ଆସିଥିବା ଅତିଥି ମାନେ ଉଦଘାଟନ କରିଥିବା ସହିତ ସଂସ୍କୃତିକ କାଯ୍ୟକ୍ରମରେ ଯୋଗଦେଇ ଆସିଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ l

Advertisement