ଟ୍ରକ ଧକ୍କାରେ ଯୁବକ ଗୁରୁତର

271
ADVERTISEMENT

ବ୍ରହ୍ମପୁର,o୯/o୯(ସାହେବ ନାୟକ) :କନିସି ବ୍ଲକ ଅଫିସ ସମ୍ମୁଖରେ ଏକ ମାଲବୋଝେଇ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋବା ରୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇଛନ୍ତି ।ଟ୍ରକଟି ଇଛାପୁର ପଟେ ଯାଉଥିବା ବେଳେ ସମ୍ମଖରେ ଆସୁଥିବା ଯୁବକକୁଂ ଧକା ଦେଇଥିଲା। ଗୁରୁତର ଥିବା ଯୁବକଙ୍କୁ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଟ୍ରକଟିକୁ ସ୍ଥାନୀୟ ଲୋକେ ଅଟକାଇ ରଖିଛନ୍ତି ।

Advertisement