ବାଲିଗୁଡା ଏନଏସିର ପରିଶ୍ରାଗାର ‘ଅଳିଆ ଅବର୍ଜନା’ ଘର ପାଲଟିଛି

274
ADVERTISEMENT

କନ୍ଧମାଳ,o୫/o୯( ସୁରେଶ କୁମାର ପଣ୍ଡା ) : ବାଲିଗୁଡା ଏନଏସିର ପରିଶ୍ରାଗାର ଅଳିଆ ଅବର୍ଜନାର ଗନ୍ତାଘର ପାଲଟିଛି, କାମ ହେଉ ନାହିଁ ବଳବନ୍ତ ସିଂ ଉପଜିଲ୍ଲାପାଳ ଥିଲା ବେଳେ ପାଞ୍ଚଟି ହୋଇଥିଲା । ସେଗୁଡିକ ଅକ୍ଷମ ହୋଇ ପଡ଼ିରହିଛି ଏହା କାର୍ଯ୍ୟକାରି କେବେ ହେବ ଏନେଇ ପ୍ରଶ୍ନ ବାଚୀ ହେଉଛି? କୌଣସି ଉନ୍ନତି ମୂଳକ କାର୍ଯ୍ୟ ହେଉନାହିଁ ଏହାର କାରଣ କଣ ? ଲୋକଙ୍କ ଅଭିଯୋଗ ଏହିକି ଯେ ଗ୍ରାମପଞ୍ଚାୟତ ଥିଲାବେଳେ ଭଲ ଥିଲା ଏନଏସି ହୋଇ କିଛି ଫଳପ୍ରଦ ହୋଇନାହିଁ ।

Advertisement