ଫୁଲବାଣୀ:ପ୍ରଚାର ଛାଡ଼ି ପ୍ରସୂତିଙ୍କୁ ମେଡିକାଲ ନେଲେ ଲୋକସଭା ପ୍ରାର୍ଥୀ

374
ADVERTISEMENT

ଫୁଲବାଣୀ,(ଦୁନିଆ ହାଲ୍ ଚାଲ୍) : ଜଣେ ଗୁରୁତର ଥିବା ପ୍ରସୂତିଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଲୋକସଭା ପ୍ରାର୍ଥୀ।  ଏଭଳି ମହତ କାମ କରି ଏବେ ସେ ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଲୋକସଭା ଆସନର ବିଏସ୍‌ପି ପ୍ରାର୍ଥୀ ଅମୀୟ ନାୟକ।

Advertisement