ବାଲିଗୁଡା,୩୦/୮(ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସମନ୍ୱିତ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟକୁ ଗାଈ ଜଗିବାର ଦେଖିବାକୁ ମିଳିଥିଲା l ନା ଅଛନ୍ତି ପିଅନ ନା ଅଛନ୍ତି ଅଫିସର ଆଗକୁ ଯଦି ଗାଈ ଅଫିସ ଜଗେ ତାହେଲେ ଶିଶୁ ମାନଙ୍କ ଯତ୍ନ କୋ ଭଳି ଭାବେ ନିଆ ହେଉଥିବ ତାହା ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ l

















