ବ୍ରହ୍ମପୁର ,୨୭/୮(ରାଜେଶ ରଣା) : ଆଜି ନୂତନ DIG ଭାବେ ସତ୍ୟବ୍ରତ ଭୋଇ ନିଜର ଦାୟିତ୍ୱ ଭାର ଗ୍ରହଣ କରିଥିବା ହେତୁ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ରାମ କୁମାର ପାତ୍ର ଶ୍ରୀ ଭୋଇଙ୍କୁ ପୁଷ୍ପଗୁଛ ଦେବା ସହ ଆମ୍ଭପୁଆ ଓ ନିମଖଣ୍ଡି ଠାରେ ପୋଲିସ ଥାନା କରିବା ପାଇଁ ଶ୍ରୀ ପାତ୍ର ଡି ଆଇ ଜି ଶ୍ରୀ ଭୋଇଙ୍କୁ ଅନୁରୋଧ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ହରିକୃଷ୍ଣ ବେହେରା, କେଶବ ଚନ୍ଦ୍ର ପାଢ଼ୀ, ଅଖିଳ ସାହୁ, ସନ୍ତୋଷ ସାବତ ପ୍ରମୁଖ ଉପସ୍ଥିତ ଥିଲେ ।
















