ଦକ୍ଷତା ଭିତିକ ତାଲିମ କେନ୍ଦ୍ର ଉଦଘାଟନ

248
ADVERTISEMENT

ବାଲିଗୁଡା,୨୬/୮ (ସୁରେଶ ପଣ୍ଡା) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଡିଏ ତରଫରୁ ବାଲିଗୁଡା ସ୍ଥିତ ଜି.ସି.ଏଚ.ଏମ.ପରିସର ମଧ୍ୟରେ ଅଞ୍ଚଳର 50 ଜଣ ଆଦିବାସୀ ଯୁବକ ମାନଙ୍କୁ ନେଇ ଏକ 40 ଦିନିଆ ଘରୋଇ ଇଲେକ୍ଟ୍ରିସିଆନ ତାଲିମ କାର୍ଯ୍ୟକ୍ରମ କୁ ଜି.ସି.ଏଚ.ଏମ.ର ପରିଚାଳକ କ୍ଷୀରୋଦ ବେହୁରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ତାଲିମ ସମୟର ସମସ୍ତ ଖର୍ଚ୍ଚ ଫୁଲବାଣୀ ଆଇଟିଡିଏ ବିଭାଗ ବହନ କରିବ ବୋଲି ଶ୍ରୀ ବେହୁରା ପ୍ରକାଶ କରିଛନ୍ତି l

Advertisement