ଦକ୍ଷିଣାଞ୍ଚଳ ଡିଆଇଜି ରୁପେ ଶ୍ରୀ ସତ୍ୟବ୍ରତ ଭୋଇଙ୍କ ଦାଇତ୍ୱ ଗ୍ରହଣ

268
ADVERTISEMENT

ବ୍ରହ୍ମପୁର, ୨୬/୮(ରାଜେଶ କୁମାର ରଣା) : ଆପିଏସ ଅଧିକାରୀ ଶ୍ରୀ ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡିଆଇଜି ରୁପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ରେଞ୍ଜ ଆଇଜି ଯତ୍ରିନ୍ଦ୍ର କୋଏଲଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ କରି ଗଞ୍ଜାମକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ସହ 5T କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଆଲୋଚନା ପ୍ରସଙ୍ଗରେ କହିଥିଲେ। ଥାନା ଅଧିକାରୀ ଠାରୁ ଏସପିଙ୍କ ପର୍ଯନ୍ତ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଗଞାମ ଏସପି ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Advertisement