ସମ୍ବଲପୁର ,୦୮।୦୯(ଡ଼ି.ଏଚ ବ୍ୟୁରୋ):- ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସାମାନ୍ୟ ଝଗଡ଼ାରୁ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ । ସ୍ବାମୀ ଚରଣ ମିର୍ଦ୍ଧା ଦେଶୀ ବନ୍ଧୁକରୁ ତାଙ୍କ ସ୍ତ୍ରୀ ଅମ୍ବିକା ମିର୍ଦ୍ଧା (୩୮)ଙ୍କୁ ଗୁଳି କରି ହତ୍ୟା ହତ୍ୟା କରିଥିବାବେଳେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି।

















