Saturday, September 5, 2026
ADVERTISEMENT
Home ଆଞ୍ଚଳିକ ଆଜି ପବିତ୍ର ଗୁରୁଦିବସ ।

ଆଜି ପବିତ୍ର ଗୁରୁଦିବସ ।

1
ADVERTISEMENT

ବ୍ରହ୍ମପୁର,୦୫/୦୯(ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର ଗୁରୁଦିବସ । ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀକୁ ଦେଶବ୍ୟାପୀ ‘ଗୁରୁଦିବସ’ ଭାବେ ପାଳନ କରାଯାଉଛି । ୧୯୬୨ ମସିହାରୁ ଏହି ପରମ୍ପରା ଚାଲିଆସୁଥିବାବେଳେ, ସମାଜ ଗଠନରେ ଶିକ୍ଷକଙ୍କ ଅତୁଳନୀୟ ଅବଦାନକୁ ଏହି ଦିନରେ ସ୍ମରଣ କରାଯାଏ ।

Advertisement