Saturday, September 5, 2026
ADVERTISEMENT
Home ଆଞ୍ଚଳିକ ଗଂଜାମ ଜିଲ୍ଲା ଛତ୍ରପୁରରେ ଚାକିରି କରାଇଦେବା ନାଁରେ ଠକେଇ l

ଗଂଜାମ ଜିଲ୍ଲା ଛତ୍ରପୁରରେ ଚାକିରି କରାଇଦେବା ନାଁରେ ଠକେଇ l

2
ADVERTISEMENT

ଛତ୍ରପୁର,୦୫/୦୯(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଛତ୍ରପୁରରେ ଚାକିରି କରାଇଦେବା ନାଁରେ ଠକେଇ l ଏବଂ ଏହି ଘଟଣାରେ ଛତ୍ରପୁର ଥାନା ପୋଲିସ ତିନି ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି l ଗିରଫମାନେ ହେଲେ ମୁଖ୍ୟ ଅଭିଯୁକ୍ତ ନାରାୟଣ ସେଠୀ, ଦୀପା ବେହେରା, ବିଷ୍ଣୁପ୍ରିୟା ବେହେରା ଓ ସୁନିତା ଦାସ । ଏବଂ ଅଭିଯୁକ୍ତଙ୍କ ଠାରୁ ପୋଲିସ ୨୫ ହଜାର ଟଙ୍କା, ଏକ ବାଇକ, ୩ଟି ମୋବାଇଲ ଫୋନ, ଫେକ୍ ନିଯୁକ୍ତି ପତ୍ର ଓ ଆଇଡି କାର୍ଡ ଜବତ କରିଛି ।

Advertisement