ଆଞ୍ଚଳିକଗଞ୍ଜାମ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତ ଝଟ୍କା ଲାଗିଛି । By Dunia Halchal - September 3, 2026 4 Share FacebookXPinterestWhatsApp ADVERTISEMENT ବ୍ରହ୍ମପୁର,o୩/୦୯(ଡ଼ି.ଏଚ ବ୍ୟୁରୋ):-ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତ ଝଟ୍କା ଲାଗିଛି । ଦଳରେ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଛତ୍ରପୁର ପୌର ପରିଷଦl ଉପାଧ୍ୟକ୍ଷ ଜି. ପାପା ରାଓ ଓ ୯ ବିଜେଡି କାଉନସିଲର ବିଜେଡି ଛାଡି (ବିଜେପି)ରେ ସାମିଲ ହୋଇଛନ୍ତି Advertisement