ଆଞ୍ଚଳିକଜଗତସିଂହପୁର ଡିଭାଇଡରରେ ପିଟି ହୋଇ ପାଣି ଖାଲକୁ ଖସିଲା କାର,ଦମ୍ପତି ମୃତ୍ୟୁ। By Dunia Halchal - September 2, 2026 1 Share FacebookXPinterestWhatsApp ADVERTISEMENT ପାରାଦୀପ,୦୨/୦୯(ଡ଼ି.ଏଚ ବ୍ୟୁରୋ):-ପାରାଦୀପ ଗଡ଼ ବଜାର ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ପାଣି ଖାଲକୁ ଖସିଲା କାର। ଫଳରେ କାରରେ ଥିବା ଦମ୍ପତି ବିଭୂତି ଭୂଷଣ ଦାସ ଓ ସ୍ତ୍ରୀ ପ୍ରତିମା ଦାସଙ୍କର ମୃତ୍ୟୁ ଘଟିଥିବାବେଳେ ଘଟଣାସ୍ଥଳରେ ଲକ୍ ଥାନା ପୁଲିସର ତଦନ୍ତ ଆରମ୍ଭ । Advertisement