Thursday, August 13, 2026
ADVERTISEMENT
Home ଆଞ୍ଚଳିକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି।

ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି।

3
ADVERTISEMENT

ସମ୍ବଲପୁର,୧୩।୦୮(ଡ଼ି.ଏଚ ବ୍ୟୁରୋ):-ବିଶ୍ୱ ହାତୀ ଦିବସରେ ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମୁଣ୍ଡେର ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି।ମୁଣ୍ଡେର ଜଙ୍ଗଲରେ ହାତୀଟିର ମୃତଦେହ ପଡ଼ିଥିବା ନେଇ ଦୁର୍ଗନ୍ଧ ହେବା ପରେ ଜଣାପଡ଼ିଥିଲା।, ହାତୀଟିର ପ୍ରାୟ ୩ ଦିନ ତଳେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

Advertisement