ସ୍କୁଲ ପଛ ପ​‌ଟେ ଦୁଇଟି ହାତୀ,ଲୋକ ଭୟଭୀତ

674
ADVERTISEMENT

ବିନିକା,(ଦୁନିଆ ହାଲ୍ ଚାଲ୍) : ସାରଙ୍ଗପାଲ୍ଲୀ ସ୍କୁଲ ପଛ ପ​‌ଟେ ଦୁଇଟି ହାତୀ ଦେଖିବାକୁ ମିଳିଛି। ହାତୀ ଦୁଇଟି ଭେଡେନରୁ ଜିରା ନଦୀ ପାର ହୋଇ ପଳାଇ ଆସିଥିବା କୁହାଯାଉଛି। ସେମାନେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି। ହାତୀଙ୍କୁ ଦେଖି ଲୋକମାନେ ଭୟଭୀତ ହୋଇ ରହିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି।

Advertisement