ADVERTISEMENT
Home ଆଞ୍ଚଳିକ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ବିମ୍ବାଧର ମୁଦୁଲିଙ୍କର ୧୦୨ ବର୍ଷ ବୟସରେ ପରଲୋକ ।

ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ବିମ୍ବାଧର ମୁଦୁଲିଙ୍କର ୧୦୨ ବର୍ଷ ବୟସରେ ପରଲୋକ ।

1
ADVERTISEMENT

କେନ୍ଦ୍ରାପଡ଼ା,୨୪।୭(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ଜିଲ୍ଲାର ଶତାୟୁ ସ୍ବାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ବିମ୍ବାଧର ମୁଦୁଲିଙ୍କର କଟକ ବଡ଼ ଡାକ୍ତରଖାନାରେ ୧୦୨ ବର୍ଷ ବୟସ ରେ ପରଲୋକ ଘଟିଛି। ୧୯୨୩ ଡିସେମ୍ବର ୫ ତାରିଖରେ ଜନ୍ମିତ ବିମ୍ବାଧର ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମାତ୍ର ୧୧ ବର୍ଷ ବୟସରେ ଗାନ୍ଧୀଜୀଙ୍କ ଐତିହାସିକ ପଦଯାତ୍ରାରେ ସାମିଲ ହୋଇଥିଲେ।

Advertisement