ସ୍ବାମୀ ନିଜ ସ୍ତ୍ରୀର ମୃତ ଶରୀରକୁ ବାଇକ୍ ଯୋଗେ ଘରକୁ ନେଲେ ।

2
ADVERTISEMENT

ଝାରସୁଗୁଡ଼ା,୫।୭(ଡ଼ି.ଏଚ ବ୍ୟୁରୋ):-ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଭାତଲଇଡା ପଞ୍ଚାୟତ ଅନ୍ତର୍ଗତ ଉଡିଆପାଲି ଗ୍ରାମରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି l ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବାହକ ଗାଡ଼ି ନ ମିଳିବାରୁ ସ୍ବାମୀ ନିଜ ସ୍ତ୍ରୀର ମୃତଶରୀରକୁ ବାଇକ୍ ଯୋଗେ ଘରକୁ ନେଲେ । ହସ୍ପିଟାଲରେ ଥିବା ସମୟରେ ସ୍ବାମୀ ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆଙ୍କ ମୃତ୍ୟୁ ହୋଇଥିଲା।

Advertisement