ପୁଅର କଟୁରି ଚୋଟରେ ବାପା ଓ ସାବତ ମାଙ୍କ ମୃତ୍ୟୁ ।

2
ADVERTISEMENT

ଜଗତସିଂହପୁର ,୧୬।୦୬(ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ତେରତାଙ୍ଗ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ପୁଅର କଟୁରି ଚୋଟରେ ବାପା ଓ ସାବତ ମାଙ୍କ ମୃତ୍ୟୁ । ବାଲିକୁଦା ପୁଲିସ ଘଟଣାସ୍ଥଳରେ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement