ADVERTISEMENT
Home ଆଞ୍ଚଳିକ ମଇଁଷି ବୋଝେଇ ପିକଅପ ଭ୍ୟାନ କୁ ଜବତ କଲା ନାଚୁଣୀ ଥାନା ପୁଲିସ୍।

ମଇଁଷି ବୋଝେଇ ପିକଅପ ଭ୍ୟାନ କୁ ଜବତ କଲା ନାଚୁଣୀ ଥାନା ପୁଲିସ୍।

19
ADVERTISEMENT

ବାଣପୁର,୧୬।୦୫ (ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ୧୬ ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରୁ ମଇଁଷି ବୋଝେଇ ପିକଅପ ଭ୍ୟାନ କୁ ଜବତ କଲା ନାଚୁଣୀ ଥାନା ପୁଲିସ୍। ଉକ୍ତ ପିକଅପ ଗାଡିରେ ୮ଟି ମଇଁଷି ଥିବାବେଳେ ସମସ୍ତ ମଇଁଷିକୁ ଉଦ୍ଧାର କରି ବନଦୁର୍ଗା ଗୋଶାଳାରେ ରଖାଯାଇଥିବା ସୂଚନା । ଏବଂ ମଇଁଷି ବୋଝେଇ ପିକଅପ ଭ୍ୟାନଟି ଜଗତସିଂହପୁରରୁ ବ୍ରହ୍ମପୁର ଯାଉଥିଲା l

Advertisement