ଆଇପିଏଲ୍ ବେଟିଂ ରାକେଟ୍ ରେ ସମ୍ପୃକ୍ତ ୫ ଜଣ ବ୍ୟକ୍ତି ଗିରଫ ।

1
ADVERTISEMENT

ରାଜଗାଙ୍ଗପୁର,୦୪।୦୫(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ମିନି ଷ୍ଟାଡିୟମରେ ରାଜଗାଙ୍ଗପୁର ପୁଲିସର ଚଢାଉ ବେଳେ ବେଆଇନ ଆଇପିଏଲ୍ ବେଟିଂ ରାକେଟ୍ ରେ ସମ୍ପୃକ୍ତ ୫ ଜଣ ବ୍ୟକ୍ତି ଗିରଫ । ଏବଂ ସେମାନଙ୍କଠାରୁ ୬ ଲକ୍ଷ ଟଙ୍କା ସହ ୫ଟି ମୋବାଇଲ ଜବତ କରାଯାଇtଥିବାବେଳେ ସେମାନେ ହେଲେ ରଞ୍ଜନ କୁମାର ସା (୨୯), ରାହୁଲ ସାହୁ (୩୨), ସଞ୍ଜୟ କୁମାର ମିସ୍ତ୍ରୀ (୪୭), ଉମେଶ ସେଟା ଓରଫ ସୋନୁ (୪୧), ନିରଜ ସାହୁ (୩୫)।

Advertisement