ରାଉଲକେଲା,୦୩।୦୫(ଡ଼ି.ଏଚ ବ୍ୟୁରୋ):-ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ୩୦ ଫୁଟ ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ । ମୃତଶ୍ରମିକ ପ୍ରକାଶ ସ୍ବାଇଁ ହୋଇଥିବାବେଳେ ସେ ସିପି-୨ରେ କାମ କରୁଥିବାବେଳେ ତଳକୁ ଖସି ପଡ଼ିଥିଲେ । ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁଘଟିଥିଲା l ଫଳରେ ଘଟଣାର ତଦନ୍ତ ପାଈଁ ଉଚ୍ଚ ସ୍ତରୀୟ ଟିମ ଗଠିତ ।


















