ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିଲା ବେଳେ ଭୁଷୁଡ଼ିଲା କାନ୍ଥ ।

1
ADVERTISEMENT

ବଣାଇଁ,୦୩।୦୫(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ବାନେଇକେଲା ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିଲା ବେଳେ ଭୁଷୁଡ଼ିଲା କାନ୍ଥ । କାନ୍ଥ ତଳେ ଚାପି ହୋଇ ୧୬ଜଣ ଆହତ ହୋଇଥିବାବେଳେ ୯ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏବଂ ସମସ୍ତ ରାଉରକେଲା ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ।

Advertisement