ଜଗତସିଂହପୁର,୩୦।୦୪(ଡ଼ି.ଏଚ ବ୍ୟୁରୋ):- ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ଟ୍ରକ ପଛରେ ବାନ୍ଧି ପ୍ରବଳ ମାଡ ମାରିବା ସହ ଲଣ୍ତା କଲେ ଟ୍ରକ ଚାଳକ।ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ଜଗତସିଂହପୁର ଜିଲ୍ଲା ପୋଲିସ ଏହାର ତଦନ୍ତ କରିବା ପରେ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି ।

















