ବଲାଙ୍ଗିର,୨୫।୦୪ (ଡ଼ି.ଏଚ ବ୍ୟୁରୋ):- ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ସ୍ୱାମୀଙ୍କ ମୃତ୍ୟୁ ପରେ ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ସ୍ତ୍ରୀ । ତାଙ୍କ ସ୍ୱାମୀ ଘରରୁ ଫେରିବା ବେଳେ ଟ୍ରକ ସହ ଧକ୍କା ହୋଇ ତାଙ୍କରି ମୃତ୍ୟୁ ଘଟିଥିଲା। ସ୍ୱାମୀର ମୃତ୍ୟୁ ଖବର ଜାଣିବାକୁ ପାଇ ଏଭଳି ରମ ନିଷ୍ପତ୍ତି ନେଲେ ସ୍ତ୍ରୀ ପଦ୍ମିନୀ ବାଗ।


















