ଟିଟିଲାଗଡ଼,୧୬।୦୪ (ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା ଟିଟିଲାଗଡ଼ କେସିଙ୍ଗା ରାସ୍ତା ଭାଲୁଡୁଙ୍ଗରି ନିକଟରେ ବାଇକର ପଛ ପଟରୁ ଧକ୍କାଦେଲା ଟ୍ରକ l ବାଇକରେ ଶାଶୁ ,ବୋହୁ,ଭଣଜା ଯାଉଥିବାବେଳେ ଘଟଣା ସ୍ଥଳରେ ଶାଶୁ ଘାଟନିଙ୍କ ମୃତ୍ୟୁ l ଏବଂ ବୋହୁ ଗୁରୁତର ଆହତ ହୋଇ ଟିଟିଲାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ।ଫଳରେ ମହିଳାଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।



















