୨ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ l

17
ADVERTISEMENT

ଉମରକୋଟ,୦୭।୪(ଡ଼ି.ଏଚ ବ୍ୟୁରୋ):- ନବରଙ୍ଗପୁର ଜିଲ୍ଲା ଉମରକୋଟର ବଡ଼କୁମାରୀ ନିକଟରେ ୨ କାର ମଧ୍ୟରେ ମୁହାଁମୁହିଁ ଧକ୍କାl ଦୁର୍ଘଟଣାରେ ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି । ଫଳରେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି । ସେହିଭଳି କଳାହାଣ୍ଡି ଜିଲ୍ଲା ଡଦେର୍ଲା ଛକରେ ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କା l ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର । ଏବଂ ଦୁଇ ମୃତକ ହେଲେ ଖଗେଶ୍ଵର ମାଝୀ ଓ ରୁଦ୍ର ନାଏକ।

Advertisement