Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଓଲଟିଲା କୋଳଥ ବୋଝେଇ ଟ୍ରକ।

ଭାରସାମ୍ୟ ହରାଇ ଓଲଟିଲା କୋଳଥ ବୋଝେଇ ଟ୍ରକ।

34
ADVERTISEMENT

ମୋହନା ,୦୬।୪(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟ କେନ୍ଦୁଘାଟିରେ ଭାରସାମ୍ୟ ହରାଇ ଓଲଟିଲା କୋଳଥ ବୋଝେଇ ଟ୍ରକ। ଦୁଘଟଣାରେ ଚାଲାକ କାଳିଆ ବେହେରା ଗୁରୁତର ଆହତhoiବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର। ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

Advertisement