୪୦କ୍ଵିଣ୍ଟାଲ ୬୦କିଲୋ ଓଜନର ଗଞ୍ଜେଇ ଜବତ l

12
ADVERTISEMENT

ଗଜପତି,୨୭।୩(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ୪୦କ୍ଵିଣ୍ଟାଲ ୬୦କିଲୋ ଓଜନର ଗଞ୍ଜେଇ ଜବତ କରିଛି l ଯାହାର ଅନୁମାନିକ ବଜାର ମୂଲ୍ୟ ପ୍ରାୟ ୪କୋଟି ହେବ ବୋଲି ସୂଚନା l ଏବଂ ଉକ୍ତ ଗଂଜେଇ ୨୦୨ଟି ପ୍ଲାଷ୍ଟିକ ଜରି ଅଖାରେ ଭର୍ତ୍ତି କରି ଚାଲାଣ ପାଇଁ ରଖାଯାଇଥିଲା l

Advertisement