ଜାତୀୟ ଭାରସ୍ୟାମ ହରାଇ ପଦ୍ମାନଦୀକୁ ଖସି ପଡିଲା ଯାତ୍ରୀବାହୀ ବସ,୨୩ ଜଣଙ୍କ ମୃତ୍ୟୁ l By Dunia Halchal - March 26, 2026 1 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୨୬।୦୩(ଡ଼ି.ଏଚ ବ୍ୟୁରୋ):-ବାଂଲାଦେଶର ରାଜବାରୀର ଦୌଲତଦିଆ ଫେରି ଟର୍ମିନାଲରେ ଭାରସ୍ୟାମ ହରାଇ ପଦ୍ମାନଦୀକୁ ଖସି ପଡିଲା ଯାତ୍ରୀବାହୀ ବସ l ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବଂ ଅନ୍ୟ କେତେକ ନିଖୋଜ ଅଛନ୍ତି। Advertisement