ଆଞ୍ଚଳିକବଲାଙ୍ଗୀର ଇଟାରେ ପିଟି ପିଟି ଜଣେ ଯୁବକଙ୍କ ନିର୍ମମ ଭାବେ ହତ୍ୟା । By Dunia Halchal - March 14, 2026 9 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗୀର,୧୪।୦୩(ଡ଼ି.ଏଚ ବ୍ୟୁରୋ):- ବଲାଙ୍ଗୀର ସଦର ଥାନା ଅଧୀନ ନିର୍ବଚନ ଗାଁରେ ଇଟାରେ ପିଟି ପିଟି ଜଣେ ଯୁବକଙ୍କ ନିର୍ମମ ଭାବେ ହତ୍ୟା । ଗାଁ ଚାଷ ଜମିରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ମିଳିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଏବଂ ମୃତ ଯୁବକଙ୍କ ନାମ ଦୀପକ ନାଏକ ବୋଲି ସୂଚନା । Advertisement