ଭିଜିଲାନ୍ସ ହାତରେ ଧରାପଡ଼ିଲା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ଅରୂପାନନ୍ଦ ଦାସ l

10
ADVERTISEMENT

ସୁନ୍ଦରଗଡ଼,୧୪।୦୩(ଡ଼ି.ଏଚ ବ୍ୟୁରୋ):- ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ଅରୂପାନନ୍ଦ ଦାସଙ୍କୁ ଭିଜିଲାନ୍ସ ବିଭାଗ ଗିରଫକରି କୋର୍ଟ ଚାଲାଣ କରଛି । ସେ ଜଣେ ଢାବା ମାଲିକଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ଏବଂ ତାଙ୍କ ବ୍ୟବସାୟ ବିନା ବାଧାରେ ସୁରୁଖୁରୁରେ ଚଳାଇ ଦେବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ି ଥିଲା।

Advertisement