ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ପୋଲିସ ଜିମା ଦେଲେ ଗ୍ରାମବାସୀ ।

12
ADVERTISEMENT

ପାରାଦୀପ,୦୧/୩(ଡ଼ି.ଏଚ ବ୍ୟୁରୋ):-ପାରାଦୀପ ଆଦର୍ଶ ଥାନା ଆଠ ନମ୍ବର ୱାର୍ଡ ଆଦିବାସୀ ସାହିରେ ଜଣେ ଯୁବକ ସାତ ବର୍ଷର ନାବାଳିକାକୁ ମୃଦୁ ପାନୀୟରେ ନିଶା ଦେବା ଅଭିଯୋଗରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ପୋଲିସ ଜିମା ଦେଲେ ଗ୍ରାମବାସୀ । ଯୁବକ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ନାବାଳିକାକୁ ତିନି ଦିନ ଧରି ଲଗାତାର ପାଖକୁ ଡାକି ମୃଦୁପାନୀୟରେ ନିଶା ଦେଉଥିବାର ଅଭିଯୋଗ ହୋଇଥିଲା ।

Advertisement