ଭିଡ଼ିଓ ଜାରିକରି ଆତ୍ମହତ୍ୟା କଲେ ଦମ୍ପତ୍ତି।

2
ADVERTISEMENT

ଗୁଣପୁର,୨୮।୦୨(ଡ଼ି.ଏଚ ବ୍ୟୁରୋ):-ଗୁଣପୁରରେ ପ୍ରଥମେ ପ୍ରେମ, ପ୍ରେମ ବିବାହ ପରେ ପେଟପାଟଣା ପାଇଁ କର୍ଣ୍ଣାଟକ ଯାଇ ମୃତ୍ୟୁ ଭଳି ଚରମ ନିଷ୍ପତ୍ତି ନେଲେ ଦମ୍ପତ୍ତି।କିନ୍ତୁ ଉଭୟ ଏବେ ଏକ ଭିଡ଼ିଓ ଜାରିକରି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିବାବେଳେ ଉଭୟଙ୍କ ଶବକୁ କର୍ଣ୍ଣାଟକ ପୁଲିସ ଉଦ୍ଧାର କରିଛି l ଫଳରେ ତାଙ୍କରି ପରିବାର ଓ ଗ୍ରାମବାସି ଶବକୁ ଆଣିବା ପାଇଁ ପୁଲିସ ଓ ପ୍ରଶାସନ ପାଖରେ ଆକୁଳ ନିବେଦନ କରିଛନ୍ତି।

Advertisement